ଅର୍ଥ : ମାନିବା କାମ ଅନ୍ୟଦ୍ୱାରା କରାଇବା
ଉଦାହରଣ :
ରୁଷିଥିବା ପୁଅକୁ ମାଆ ତାହାର ସାଙ୍ଗଦ୍ୱାରା ମନାଇଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅନ୍ୟକୁ ମାନିବା ନିମନ୍ତେ ପ୍ରଭାବିତ କରିବା
ଉଦାହରଣ :
କୌଣସି ପ୍ରକାରେ ମୁଁ ତାକୁ ମୋ ସହିତ ଆସିବାପାଇଁ ମନାଇଲି
ସମକକ୍ଷ : ମନେଇବା, ରାଜି କରାଇବା, ସ୍ୱୀକୃତ କରାଇବ
ଅର୍ଥ : ରାଗି ଥିବା ବ୍ୟକ୍ତିକୁ ପ୍ରସନ୍ନ କରିବା
ଉଦାହରଣ :
ମାଆ ଛୁଆକୁ ମନାଉଛନ୍ତି
ସମକକ୍ଷ : ପ୍ରସନ୍ନ କରେଇବା
ଅନ୍ୟ ଭାଷାରେ ଅନୁବାଦ :
रूठे हुए को प्रसन्न करना।
माँ अपने बच्चे को मना रही है।ଅର୍ଥ : ରାଜି କରାଇବା
ଉଦାହରଣ :
ମୁଁ ଏହି କାର୍ଯ୍ୟ କରିବା ପାଇଁ ସୋହନକୁ ରାଜି କରେଇଲି
ସମକକ୍ଷ : ପଟାଇବା, ରାଜି କରେଇବା
ଅନ୍ୟ ଭାଷାରେ ଅନୁବାଦ :
कोई कही हुई बात को मानने के लिए तैयार करना।
मैंने यह काम करने के लिए सोहन को मना लिया।