ଅର୍ଥ : ମଜୁରିଆକୁ ମିଳୁଥିବା ମଜୁରି
ଉଦାହରଣ :
ମଜୁରିଆ କୃଷକ ପାଖରୁ ମଜୁରି ନେବାକୁ ଆସିଛି
ସମକକ୍ଷ : ପାରିଶ୍ରମିକ, ମୂଲ
ଅନ୍ୟ ଭାଷାରେ ଅନୁବାଦ :
Something that remunerates.
Wages were paid by check.ଅର୍ଥ : ମୂଲିଆ କାମ
ଉଦାହରଣ :
ଚିଖୁରୀ ମଜୁରି ଲାଗି ତା ପରିବାର ଭରଣ ପୋଷଣ କରୁଛି
ସମକକ୍ଷ : ମୂଲ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମଜୁରିଆକୁ ମିଳୁଥିବା ପାରିଶ୍ରମିକ
ଉଦାହରଣ :
ସେ ପ୍ରତିଦିନ ଶହେ ଟଙ୍କା ମଜୁରି ନିଏ
ସମକକ୍ଷ : ପାରିଶ୍ରମିକ, ମୂଲ
ଅନ୍ୟ ଭାଷାରେ ଅନୁବାଦ :
Something that remunerates.
Wages were paid by check.ଅର୍ଥ : କେହିକିଛି ପରିଶ୍ରମ କଲେ ତା ବଦଳରେ ବା ପାରିତୋଷିକ ରୂପେ ଯେଉଁ ଧନ ଦିଆଯାଏ
ଉଦାହରଣ :
ଉଚିତ୍ ପାରିଶ୍ରମିକ ନ ମିଳିବା କାରଣରୁ ଶ୍ରମିକମାନେ ହରତାଳ କରିଦେଲେ
ସମକକ୍ଷ : ପାରିଶ୍ରମିକ, ମୂଲ୍ୟ, ଶ୍ରମମୂଲ୍ୟ
ଅନ୍ୟ ଭାଷାରେ ଅନୁବାଦ :
वह धन जो किसी को कुछ परिश्रम करने पर उसके बदले या पारितोषिक आदि के रूप में दिया जाता है।
उचित पारिश्रमिक न मिलने के कारण श्रमिकों ने हड़ताल कर दी।Compensation received by virtue of holding an office or having employment (usually in the form of wages or fees).
A clause in the U.S. constitution prevents sitting legislators from receiving emoluments from their own votes.