ଅର୍ଥ : ମଙ୍ଗଳ ଅବସରରେ ବା ମଙ୍ଗଳ କାମନା କରି ଗାନ କରା ଯାଉଥିବା ଗୀତ
ଉଦାହରଣ :
ପୂଜା ସମୟରେ କେତେକ ମହିଳା ମଙ୍ଗଳ ଗୀତ ଗାଉଥିଲେ
ସମକକ୍ଷ : ମଙ୍ଗଳ ଗୀତ
ଅନ୍ୟ ଭାଷାରେ ଅନୁବାଦ :
एक प्रकार का गीत जो मंगल अवसरों पर गाया जाता है या मंगल की कामना से गाया जाता है।
पूजा के समय कुछ महिलाएँ मंगल गीत गा रही थीं।ଅର୍ଥ : ସୁଖ, ସମୃଦ୍ଧି ତଥା କୁଶଳତାରେ ପରିପୂର୍ଣ୍ଣ ହେବା ଅବସ୍ଥା
ଉଦାହରଣ :
ଏପରି କାମ କର ଯେଉଁଥିରେ ସମସ୍ତଙ୍କର କଲ୍ୟାଣ ହେବ
ଅନ୍ୟ ଭାଷାରେ ଅନୁବାଦ :
A contented state of being happy and healthy and prosperous.
The town was finally on the upbeat after our recent troubles.ଅର୍ଥ : ସୁଖୀ ଓ ସୁସ୍ଥ ରହିବାର ଅବସ୍ଥା
ଉଦାହରଣ :
ଘରେ ସମସ୍ତେ କୁଶଳରେ ଅଛନ୍ତି
ଅନ୍ୟ ଭାଷାରେ ଅନୁବାଦ :