ଅର୍ଥ : ଯେଉଁ ବିଷୟରେ ଦୁଇ ବା ଅଧିକ ବିରୋଧୀ ପକ୍ଷ ରହିଛନ୍ତି ଏବଂ ଯାହାର ସତ୍ୟତା ନିର୍ଣ୍ଣୟ କରିବାକୁ ଅଛି
ଉଦାହରଣ :
ରାମ ଓ ଶ୍ୟାମ ମଧ୍ୟରେ ଚାଲିଥିବା ଜମି ମାମଲାର ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇନାହିଁ
ସମକକ୍ଷ : ମକଦମା, ମାମଲା, ମୋକଦମା, ମୋକଦ୍ଦମା
ଅନ୍ୟ ଭାଷାରେ ଅନୁବାଦ :
ऐसी बात जिसके विषय में दो या अधिक विरोधी पक्ष हों और जिसकी सत्यता का निर्णय होने को हो।
राम और श्याम के बीच चल रहे भूमि के विवाद का अभी तक कोई फैसला नहीं हुआ है।A disagreement or argument about something important.
He had a dispute with his wife.ଅର୍ଥ : ଅଭିଯୋଗ, ଅପରାଧ, ଅଧିକାର ବା ଦେବାନେବା ଆଦିସହ ସମ୍ବନ୍ଧିତ ଯେଉଁ ବିବାଦ ନ୍ୟାୟାଳୟରେ କୌଣସି ପକ୍ଷ ତରଫରୁ ବିଚାର ପାଇଁ ଉପସ୍ଥାପିତ କରାଯାଏ
ଉଦାହରଣ :
ଏହି ମକଦ୍ଦମା ନ୍ୟାୟଳୟର ବିଚାରଧୀନ ଅଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମକଦ୍ଦମା ଲଢ଼ିବାର କାର୍ଯ୍ୟ
ଉଦାହରଣ :
ରମେଶ ମକଦ୍ଦମାରେ ବହୁତ ଗୁଡ଼ିଏ ପଇସା ଖର୍ଚ୍ଚ କଲା
ଅନ୍ୟ ଭାଷାରେ ଅନୁବାଦ :
मुकदमा लड़ने का कार्य।
रमेश ने मुकदमेबाजी में बहुत सारा पैसा खर्च कर दिया।