ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବହୁତ ନୌକା, ଜାହାଜ ଆଦିର ଭେଳା
ଉଦାହରଣ : ସମୁଦ୍ର କୂଳରେ ଭେଳା ଲାଗିଛି
ଅନ୍ୟ ଭାଷାରେ ଅନୁବାଦ :हिन्दी English
बहुत सी नावों, जहाज़ों आदि का समूह।
A group of steamships operating together under the same ownership.
ଅର୍ଥ : ନଦୀ ପାର କରିବା ନିମନ୍ତେ ବାଉଁଶଆଦିରେ ତିଆରି କରା ଯାଇଥିବା ଏକ ଗଢ଼ଣ ଯାହା ନୌକାର କାମ ଦିଏ
ଉଦାହରଣ : ଆମେ ସବୁ ଭେଳାରେ ନଦୀ ପାର ହେଲୁ
नदी पार करने के लिए लट्ठों आदि से बनाया हुआ वह ढाँचा जो नाव का काम करता है।
A flat float (usually made of logs or planks) that can be used for transport or as a platform for swimmers.
ଅର୍ଥ : ଛୋଟ ନଦୀ ଆଦି ପାର ହେବା ପାଇଁ ବାଉଁଶ ଅଦି ବାନ୍ଧି ତିଆରି କରାଯାଇଥିବା ଗଢ଼ଣ
ଉଦାହରଣ : ଆମେ ଭେଳାରେ ନଦୀ ପାରିହେଲୁ
ଅନ୍ୟ ଭାଷାରେ ଅନୁବାଦ :हिन्दी
बाँसों में घड़े बाँधकर बनाया हुआ ढाँचा जिससे छोटी नदी आदि पार की जाती है।
ସଂସ୍ଥାପନ କରନ୍ତୁ