ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅଳଙ୍କୃତ କରାଯାଇଥିବା ବା ରତ୍ନଆଦିରେ ଯେ ସୁସଜ୍ଜିତ
ଉଦାହରଣ : ସମାରୋହରେ ସ୍ୱର୍ଣ୍ଣାଭୂଷଣଦ୍ୱାରା ଅଳଙ୍କୃତ ମହିଳାଙ୍କ ଉପରେ ସମସ୍ତଙ୍କ ନଜର ପଡ଼ିଥିଲା
ସମକକ୍ଷ : ଅଭିମଣ୍ଡିତ, ଅଳଙ୍କୃତ, ଆଭୂଷିତ, ବିଭୂଷିତ, ମଣ୍ଡିତ, ସଜ୍ଜିତ
ଅନ୍ୟ ଭାଷାରେ ଅନୁବାଦ :हिन्दी
आभूषणों या गहनों से युक्त या अलङ्कृत।
ଅର୍ଥ : ଯେ ବସ୍ତ୍ର, ଗହଣାଆଦି ପିନ୍ଧିଛି
ଉଦାହରଣ : ସଜ୍ଜିତ ମହିଳା ମଞ୍ଚ ଉପରେ ନୃତ୍ୟ କରୁଛି
ସମକକ୍ଷ : ଅଭିଭୂଷିତ, ସଜ୍ଜିତ
जो वस्त्र, गहने आदि धारण किया हो।
ସଂସ୍ଥାପନ କରନ୍ତୁ