ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୂଟାନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୂଟାନୀ   ବିଶେଷ୍ୟ

ଅର୍ଥ : ଭୂଟାନର ନିବାସୀ

ଉଦାହରଣ : ମୋର କେତେଜଣ ଭୂଟାନୀ ସାଙ୍ଗ ଅଛନ୍ତି

ସମକକ୍ଷ : ଭୂଟାନବାସୀ, ଭୂଟିଆ


ଅନ୍ୟ ଭାଷାରେ ଅନୁବାଦ :

भूटान में रहनेवाला व्यक्ति।

कई भूटानी मेरे अच्छे मित्र हैं।
भूटानवासी, भूटानी

A native or inhabitant of Bhutan.

bhutanese, bhutani

ଅର୍ଥ : ଭୂଟାନ ଦେଶର ଭାଷା

ଉଦାହରଣ : ରମେଶ ଅଳ୍ପ ବହୁତ ଭୂଟାନୀ ମଧ୍ୟ କହିପାରେ


ଅନ୍ୟ ଭାଷାରେ ଅନୁବାଦ :

भूटान देश की भाषा।

रमेश थोड़ा-बहुत भूटानी भी बोल लेता है।
ज़ोंक़ा, ज़ोन्क़ा, भूटानी

ଭୂଟାନୀ   ବିଶେଷଣ

ଅର୍ଥ : ଭୂଟାନ ଦେଶରେ ରହୁଥିବା ବ୍ୟକ୍ତି

ଉଦାହରଣ : ଏହି କଥା ଭୂଟାନୀ ଲୋକଙ୍କ ହିତପାଇଁ ନୁହେଁ

ଅର୍ଥ : ଭୂଟାନୀ ଭାଷା ସମ୍ବନ୍ଧୀୟ ବା ଭୂଟାନୀ ଭାଷାର

ଉଦାହରଣ : ସେ ଭୂଟାନୀ ପୁସ୍ତକମାନଙ୍କର ସଂଗ୍ରହାଳୟ ଖୋଜୁଛି

ଅର୍ଥ : ଭୂଟାନ ସହ ସମ୍ବନ୍ଧିତ

ଉଦାହରଣ : ମୋହନ ଭୂଟାନୀ ସଂସ୍କୃତି ବିଷୟରେ ଜାଣିବାକୁ ଚାହୁଁଥିଲା


ଅନ୍ୟ ଭାଷାରେ ଅନୁବାଦ :

भूटान का या वहाँ के निवासी, भाषा, संस्कृति इत्यादि से संबंधित।

मोहन भूटानी संस्कृति के बारे में जानना चाहता है।
यह बात भूटानी जनता के हित में नहीं है।
वह भूटानी पुस्तकों का संग्रहालय ढूँढ रहा है।
भूटानी

Of or pertaining to or characteristic of Bhutan or its people or culture or language.

Bhutanese Buddhists.
bhutanese