ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ପ୍ରକାର ଶସ୍ତ୍ର
ଉଦାହରଣ : ପ୍ରାଚୀନ କାଳରେ ଯୁଦ୍ଧରେ ଭାଲର ଅଧିକ ପ୍ରୟୋଗ ହେଉଥିଲା
ସମକକ୍ଷ : ତେଣ୍ଟା, ବର୍ଛା
ଅନ୍ୟ ଭାଷାରେ ଅନୁବାଦ :हिन्दी
एक प्रकार का शस्त्र।
ଅର୍ଥ : ମୁଣ୍ଡର ଉପର ଓ ସାମ୍ନା ଭାଗ
ଉଦାହରଣ : ରାମର କପାଳ ତେଜରେ ଝଲକୁଛି
ସମକକ୍ଷ : କପାଳ, ମଥା, ଲଲାଟ
ଅନ୍ୟ ଭାଷାରେ ଅନୁବାଦ :हिन्दी English
सिर का ऊपरी और सामने वाला भाग।
The part of the face above the eyes.
ସଂସ୍ଥାପନ କରନ୍ତୁ