ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାହାକୁ ଦେବତୁଲ୍ୟ ମାନିକରି ତାଙ୍କୁ ଭକ୍ତି କରୁଥିବା ବା ତାଙ୍କୁ ପରମ ମହତ୍ମା ମାନୁଥିବା ବ୍ୟକ୍ତି
ଉଦାହରଣ : ସେ ଗାନ୍ଧିଜୀଙ୍କର ବଡ଼ ଭକ୍ତ
ସମକକ୍ଷ : ଉପାସକ, ଦାସ, ପୂଜାରୀ, ସେବକ
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी को देवतुल्य मानकर उसकी भक्ति करनेवाला या उसका परम महत्त्व माननेवाला व्यक्ति।
An ardent follower and admirer.
ଅର୍ଥ : ଯେ ପୂଜା କରେ
ଉଦାହରଣ : ଭଗବାନଙ୍କ ସଚ୍ଚୋଟ ଉପାସକ ସଂସାରିକ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି
ସମକକ୍ଷ : ଉପାସକ, ପୂଜକ, ପୂଜାରୀ
वह जो पूजा करता हो।
Someone who prays to God.
ଅର୍ଥ : ଯିଏ ଈଶ୍ୱର ବା ଦେବତାଆଦିଙ୍କୁ ଭକ୍ତି କରନ୍ତି
ଉଦାହରଣ : ସେ ହନୁମାନ ଭକ୍ତ
ସମକକ୍ଷ : ଉପାସକ, ପୂଜାରୀ, ସେବକ
वह जो ईश्वर या देवता आदि की भक्ति करता है।
One bound by vows to a religion or life of worship or service.
ଅର୍ଥ : ଉପାସନା ବା ପୂଜା କରୁଥିବା ଲୋକ
ଉଦାହରଣ : ଉପାସକର ସବୁ କାମନା ପୂର୍ଣ୍ଣ ହୋଇଗଲା
ସମକକ୍ଷ : ଆରାଧକ, ଉପାସକ, ପୂଜକ, ପୂଜାରୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
उपासना या पूजा करने वाला।
ସଂସ୍ଥାପନ କରନ୍ତୁ