ଅର୍ଥ : ଯେଉଁ ଫସଲ ଏବେ ଖେତରେ ବଢୁଛି କିନ୍ତୁ ସମ୍ପୂର୍ଣ୍ଣ ବୃଦ୍ଧି ହୋଇନାହିଁ
ଉଦାହରଣ :
ପାଣି ଅଭାବରୁ ଧାନର ବଢ଼ନ୍ତି ଫସଲ ଶୁଖି ଯାଉଛି
ସମକକ୍ଷ : ବଢ଼ନ୍ତା ଫସଲ, ବଢ଼ିଲା ଫସଲ
ଅନ୍ୟ ଭାଷାରେ ଅନୁବାଦ :
वह फसल जो अभी खेत में बढ़ रही हो,पर अभी पूरी तैयार न हुई हो।
पानी के अभाव में धान की बढ़ती फसल सूख रही है।