ଅର୍ଥ : ବେପାର ବା ତା ସହିତ ସମ୍ବନ୍ଧିତ ଦଲିଲ୍
ଉଦାହରଣ :
ବ୍ୟାପାରିକ ଦଲିଲ୍ ହୋଇନଥିବା କାରଣରୁ ତା’ର ଜିନିଷପତ୍ର ସୀମାଠାରେ ଧରା ପଡ଼ିଗଲା
ସମକକ୍ଷ : ବ୍ୟାପାରିକ କାଗଜପତ୍ର
ଅନ୍ୟ ଭାଷାରେ ଅନୁବାଦ :
व्यापार का या उससे संबंधित दस्तावेज़।
व्यापारिक दस्तावेज़ न होने के कारण उसका माल सीमा पर पकड़ लिया गया।