ଅର୍ଥ : ଯେ ନିଜ କ୍ଷେତ୍ରରେ ଏବଂ ତା’ର ଚତୁର୍ଦିଗରେ ବହୁଦୂର ପର୍ଯ୍ୟନ୍ତ ସଂପ୍ରସାରିତ
ଉଦାହରଣ :
ଜନମାନସରେ ତୁଳସୀଙ୍କ ରଚିତ ରାମ ଚରିତ ମାନସର ବ୍ୟାପକ ପ୍ରଭାବ ପଡ଼ିଲା
ସମକକ୍ଷ : ପରିବ୍ୟାପକ, ପରିବ୍ୟାପ୍ତ, ବିସ୍ତୀର୍ଣ୍ଣ, ବିସ୍ତୃତ, ସଂପ୍ରସାରିତ
ଅନ୍ୟ ଭାଷାରେ ଅନୁବାଦ :
Broad in scope or content.
Across-the-board pay increases.