ଅର୍ଥ : କୌଣସି ପ୍ରକାରର ବିଳାସବ୍ୟସନର ଅଭାବ
ଉଦାହରଣ :
କେତେକ ଲୋକ ବ୍ୟସନହୀନ ଭାବରେ ଜୀବନ ଯାପନ କରନ୍ତି
ସମକକ୍ଷ : ବିଳାସବିହୀନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର କୌଣସି ପ୍ରକାରର ବ୍ୟସନ ନାହିଁ
ଉଦାହରଣ :
ଆଜିକାଲି ବ୍ୟସନହୀନ ବ୍ୟକ୍ତି କେତେ ହେବେ?
ସମକକ୍ଷ : ବିଳାସବ୍ୟସନହୀନ
ଅନ୍ୟ ଭାଷାରେ ଅନୁବାଦ :