ଅର୍ଥ : ଉଦ୍ଦେଶ୍ୟର ଅଭାବ
ଉଦାହରଣ :
ଉଦ୍ଦେଶ୍ୟହୀନ ଜୀବନ ନିର୍ବାହ କରିବା କେଡ଼େ କଠିନ
ସମକକ୍ଷ : ଅକାରଣ, ଅନାବଶ୍ୟକ, ଉଦ୍ଦେଶ୍ୟହୀନ, ନିରର୍ଥକ, ନିଷ୍ପ୍ରୟୋଜନ, ପ୍ରୟୋଜନହୀନ
ଅର୍ଥ : ଯାହା କଲେ ଲାଭ ହୁଏନାହିଁ
ଉଦାହରଣ :
ବେକାର କାମ କରିବା କେବଳ ମୂର୍ଖତା ହିଁ ହେବ
ଅନ୍ୟ ଭାଷାରେ ଅନୁବାଦ :
Having no beneficial use or incapable of functioning usefully.
A kitchen full of useless gadgets.ଅର୍ଥ : ଯାହା ଉପଯୋଗୀ ନୁହେଁ ବା କୌଣସି ବ୍ୟବହାରରେ ଆସେ ନାହିଁ
ଉଦାହରଣ :
ଏହା ଆପଣଙ୍କପାଇଁ ଅନୁପଯୋଗୀ ବସ୍ତୁ ଅନୁପଯୋଗୀ କଥାରେ ସମୟ ନଷ୍ଟ କରନାହିଁ
ସମକକ୍ଷ : ଅକାରଣ, ଅନାବଶ୍ୟକ, ଅନୁପଯୋଗୀ, ଉପଯୋଗହୀନ, ନିରର୍ଥକ, ଫାଲତୁ, ବେକାର
ଅନ୍ୟ ଭାଷାରେ ଅନୁବାଦ :
जो उपयोगी न हो या किसी उपयोग में न आए।
यह आपके लिए अनुपयोगी वस्तु है।Having no beneficial use or incapable of functioning usefully.
A kitchen full of useless gadgets.ଅର୍ଥ : ଯାହାର କୌଣସି ଫଳ ବା ପରିଣାମ ନାହିଁ
ଉଦାହରଣ :
ମୁଁ ତାକୁ ବୁଝେଇବାରେ ନିଷ୍ଫଳ ହେଲି
ସମକକ୍ଷ : ଅସିଦ୍ଧ, ନିରର୍ଥକ, ନିଷ୍ଫଳ, ବିଫଳ
ଅନ୍ୟ ଭାଷାରେ ଅନୁବାଦ :
Not successful. Having failed or having an unfavorable outcome.
unsuccessful