ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବ୍ରିଟେନର ନିବାସୀ
ଉଦାହରଣ : ଅନେକ ଦିନ ଯାଏଁ ବ୍ରିଟିଶମାନେ ଭାରତକୁ ଶାସନ କରିଥିଲେ
ସମକକ୍ଷ : ଇଂରେଜ
ଅନ୍ୟ ଭାଷାରେ ଅନୁବାଦ :हिन्दी English
ब्रिटेन में रहनेवाला व्यक्ति।
The people of Great Britain.
ଅର୍ଥ : ବ୍ରିଟେନରେ ରହୁଥିବା ବ୍ୟକ୍ତି
ଉଦାହରଣ : ସେ ବିଦ୍ରୋହ ସମୟରେ କେତେକ ବ୍ରିଟିଶ ପରିବାରଙ୍କୁ ନିଜ ବଗିରେ ଲୁଚାଇ ସୁରକ୍ଷିତ ସ୍ଥାନଗୁଡ଼ିକରେ ପହଞ୍ଚାଇଥିଲେ
ସମକକ୍ଷ : ବ୍ରିଟେନୀୟ
ସଂସ୍ଥାପନ କରନ୍ତୁ