ଅର୍ଥ : ବ୍ରହ୍ମକୁ ଅନୁଭବ ବା ଜ୍ଞାନରୁ ମିଳୁଥିବା ଆନନ୍ଦ
ଉଦାହରଣ :
ବ୍ରହ୍ମାନନ୍ଦ ପ୍ରାପ୍ତି ପରେ ବ୍ୟକ୍ତି ସବୁଦିନପାଇଁ ତୃପ୍ତ ହୋଇଯାଇଥାଏ
ସମକକ୍ଷ : ବ୍ରହ୍ମାନଂଦ
ଅନ୍ୟ ଭାଷାରେ ଅନୁବାଦ :
ब्रह्म के अनुभव या ज्ञान से मिलने वाला आनंद।
ब्रह्मानंद की प्राप्ति के बाद व्यक्ति हमेशा के लिए तृप्त हो जाता है।