ଅର୍ଥ : ବିଶ୍ୱାସ ଅନୁସାରେ ଯେଉଁ ବ୍ରାହ୍ମଣ ମଲା ପରେ ପ୍ରେତଯୋନି ପାଇଥାଏ
ଉଦାହରଣ :
ଗାଁମାନଙ୍କରେ ଆଜିକାଲି ବି କିଛିଲୋକ ବ୍ରହ୍ମପିଶାଚରେ ବିଶ୍ୱାସ କରନ୍ତି
ସମକକ୍ଷ : ବ୍ରହ୍ମଦୈତ୍ୟ, ବ୍ରହ୍ମପ୍ରେତ, ବ୍ରହ୍ମରାକ୍ଷସ
ଅନ୍ୟ ଭାଷାରେ ଅନୁବାଦ :
विश्वास के अनुसार वह ब्राह्मण जिसने मरने के बाद प्रेत योनि प्राप्त की हो।
ग्रामीण क्षेत्रों में आज भी कुछ लोग ब्रह्मराक्षस के अस्तित्व में विश्वास करते हैं।