ଅର୍ଥ : ବୌଦ୍ଧଧର୍ମ ଅନୁସାରେ ଯେ ବୁଦ୍ଧତ୍ବ ପ୍ରାପ୍ତକରିବା ଅଧିକାରୀ କିନ୍ତୁ ବୁଦ୍ଧ ହୋଇ ନଥିଲେ
ଉଦାହରଣ :
ବୋଧିସତ୍ତ୍ବ ତାଙ୍କ ତପସ୍ୟା ଆହୁରି ଅଧିକ କଠିନ କରିଦେଲେ
ଅନ୍ୟ ଭାଷାରେ ଅନୁବାଦ :
बौद्ध धर्म को अनुसार वह जो बुद्धत्व प्राप्त करने का अधिकारी हो पर बुद्ध न हो सका हो।
बोधिसत्त्व ने अपनी तपस्या और अधिक कठिन कर दी।