ଅର୍ଥ : ଟେକନିକ୍ ବା ଟେକ୍ନିକ ସମ୍ବନ୍ଧୀୟ
ଉଦାହରଣ :
ରାଜ୍ୟର ଶିକ୍ଷାମନ୍ତ୍ରୀ ଆମ ସହରରେ ଗୋଟିଏ ବୈଷୟିକ ସଂସ୍ଥାର ଉଦ୍ଘାଟନ କଲେ
ସମକକ୍ଷ : ଟେକନିକ୍
ଅନ୍ୟ ଭାଷାରେ ଅନୁବାଦ :
तकनीक का या तकनीक संबंधी।
शिक्षा राज्य मंत्री ने हमारे शहर में एक तकनीकी संस्था का उद्घाटन किया।