ଅର୍ଥ : ଷଡ଼ ଦର୍ଶନ ମଧ୍ୟରୁ ଗୋଟିଏ ଦର୍ଶନ ଯେଉଁଥିରେ ପରମାର୍ଥିକ ସତ୍ତାର ବିବେଚନା କରାଯାଇଥାଏ
ଉଦାହରଣ :
ଶ୍ରୀମାଙ୍କର ବେଦାନ୍ତ ସଂପର୍କରେ ସଂପୂର୍ଣ୍ଣ ଜ୍ଞାନ ରହିଛି
ସମକକ୍ଷ : ବେଦାଂତ, ବେଦାନ୍ତ ଦର୍ଶନ
ଅନ୍ୟ ଭାଷାରେ ଅନୁବାଦ :
छः दर्शनों में से एक जिसमें परमार्थिक सत्ता का विवेचन है।
गुरु माँ को वेदांत का पूर्ण ज्ञान है।