ଅର୍ଥ : ଭାଲୁ ଗଳାରେ ବନ୍ଧା ଯାଇଥିବା ଯେଉଁ ଦଉଡ଼ିକୁ ଧରି ନଚାଳି ତାକୁ ନଚାଇଥାଏ
ଉଦାହରଣ :
ନଚାଳି ଭାଲୁର ବେକଦଉଡ଼ି ଖୋଲି ତାଦ୍ୱାରା କେତେକ ଖେଳ କୌଶଳ ଦେଖାଇଲା
ଅନ୍ୟ ଭାଷାରେ ଅନୁବାଦ :
भालू के गले में बँधी वह रस्सी जिसे पकड़कर कलंदर उसे नचाते,आदि हैं।
कलंदर ने भालू का तासला खोलकर उससे कुछ करतब करवाए।
तासला