ଅର୍ଥ : ସୌର ଜ୍ୟୋତିଷାନୁସାରେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ସୂର୍ଯ୍ୟ ବିଛାରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷାନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ବିଛାରାଶିରେ ଥାଏ
ଉଦାହରଣ :
ବିଛାରାଶିପାଇଁ ଏବର୍ଷ ଫଳଦାୟକ
ସମକକ୍ଷ : ବିଛା, ବିଛାରାଶି, ବୃଶ୍ଚିକ
ଅନ୍ୟ ଭାଷାରେ ଅନୁବାଦ :
सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य वृश्चिकराशि में हो।
वृश्चिकराशिवालों के लिए यह वर्ष फलदायी है।ଅର୍ଥ : ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ଅଷ୍ଟମ ରାଶି ଯେଉଁଥିରେ ବିଶାଖାର ଶେଷପାଦ, ସମ୍ପୂର୍ଣ୍ଣ ଅନୁରାଧା ଓ ଜ୍ୟେଷ୍ଠା ନକ୍ଷତ୍ର ଥାନ୍ତି
ଉଦାହରଣ :
ବୃଶ୍ଚିକରାଶିର ଚିହ୍ନ ବିଚ୍ଛା
ସମକକ୍ଷ : ବିଚ୍ଛା, ବିଚ୍ଛାରାଶି
ଅନ୍ୟ ଭାଷାରେ ଅନୁବାଦ :
बारह राशियों में से आठवीं राशि जिसमें विशाखा का अंतिम पाद,पूरा अनुराधा और ज्येष्ठा नक्षत्र हैं।
वृश्चिक राशि का चिन्ह बिच्छू है।The eighth sign of the zodiac. The sun is in this sign from about October 23 to November 21.
scorpio, scorpio the scorpion, scorpion