ଅର୍ଥ : ସାହିତ୍ୟର ନଅଟି ରସ ମଧ୍ୟରୁ ସପ୍ତମ ରସ
ଉଦାହରଣ :
ବିଭତ୍ସ ରସରେ ରକ୍ତ,ମାଂସ ଆଦି ଅରୁଚି ଓ ଘୃଣା ଉତ୍ପନ୍ନ କରୁଥିବା ବସ୍ତୁଗୁଡିକର ବର୍ଣ୍ଣନା ହୋଇଥାଏ
ସମକକ୍ଷ : ବୀଭତ୍ସ ରସ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଘୃଣା କରିବା ଯୋଗ୍ୟ
ଉଦାହରଣ :
ଭୃଣହତ୍ୟା ଏକ ଘୃଣିତ ଅପରାଧ
ସମକକ୍ଷ : କୁତ୍ସିତ, ଘୃଣାସ୍ପଦ, ଘୃଣିତ, ଘୃଣ୍ୟ, ଜଘନ୍ୟ
ଅନ୍ୟ ଭାଷାରେ ଅନୁବାଦ :
Offensive to the mind.
An abhorrent deed.