ଅର୍ଥ : ପତ୍ରରେ ଗୁଡ଼ା ହୋଇଥିବା ତମାଖୁ ଚୂର୍ଣ୍ଣ ଯାହା ଚୁରୁଟଆଦି ଭଳି ଟଣାଯାଏ
ଉଦାହରଣ :
ବିଡ଼ି ପିଇବା ସ୍ୱାସ୍ଥ୍ୟ ନିମନ୍ତେ ହାନିକାରକ
ଅନ୍ୟ ଭାଷାରେ ଅନୁବାଦ :
पत्ते में लपेटा हुआ सुरती का चूरा जो चुरुट आदि की तरह सुलगाकर पिया जाता है।
बीड़ी पीना स्वास्थ्य के लिए हानिकारक है।
बीड़ी,
सुट्टा