ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଡ଼ମ୍ବନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଡ଼ମ୍ବନା   ବିଶେଷ୍ୟ

ଅର୍ଥ : ଅପେକ୍ଷିତ ଓ ଘଟିତ ମଧ୍ୟରେ ହେଉଥିବା ଅସଂଗତି

ଉଦାହରଣ : ଏହା କିଭଳି ବିଡ଼ମ୍ବନା ଯେ କାଲିର ଲକ୍ଷପତି ଆଜି ରାସ୍ତାରେ ଭିକ ମାଗୁଛି


ଅନ୍ୟ ଭାଷାରେ ଅନୁବାଦ :

अपेक्षित और घटित के बीच होने वाली असंगति।

यह कैसी विडंबना है कि कल का लखपति आज सड़क पर भीख माँग रहा है।
विडंबना, विडम्बना

A trope that involves incongruity between what is expected and what occurs.

irony