ଅର୍ଥ : ଯାହାକୁ ଇନ୍ଦ୍ରିୟ ଗ୍ରହଣ କରେ
ଉଦାହରଣ :
ନେତ୍ରର ବିଷୟ ହେଉଛି ରୂପ ଓ କାନର ବିଷୟ ହେଉଛି ଶବ୍ଦ
ସମକକ୍ଷ : ଇଂଦ୍ରିୟ ଗ୍ରାହ୍ୟ ବିଷୟ, ଇଂଦ୍ରିୟ ବିଷୟ
ଅନ୍ୟ ଭାଷାରେ ଅନୁବାଦ :
वह जिसे इन्द्रियाँ ग्रहण करें।
नेत्र का विषय रूप व कान का विषय शब्द है।ଅର୍ଥ : ଜ୍ଞାନ ବା ଶିକ୍ଷାର ଏକ ଶାଖା
ଉଦାହରଣ :
ମୁଁ ସବୁ ବିଷୟରେ ଉତ୍ତୀର୍ଣ୍ଣ ହୋଇଛି ମୋହନ ହିନ୍ଦୀ ଓ ଗଣିତ ବିଷୟରେ ଫେଲ୍ ହୋଇଗଲା
ଅନ୍ୟ ଭାଷାରେ ଅନୁବାଦ :
ज्ञान या शिक्षा की एक शाखा।
मैं सभी विषयों में उत्तीर्ण हो गया।