ଅର୍ଥ : ଯାହାକୁ ବିଶ୍ୱାସ କରାଯାଇପାରେ ବା ଯାହା ଉପରେ ବିଶ୍ୱାସ ଥାଏ
ଉଦାହରଣ :
ଶ୍ୟାମ ଜଣେ ବିଶ୍ୱାସନୀୟ ବ୍ୟକ୍ତି
ସମକକ୍ଷ : ବିଶ୍ୱସ୍ତ, ବିଶ୍ୱାସନୀୟ
ଅନ୍ୟ ଭାଷାରେ ଅନୁବାଦ :
Steadfast in affection or allegiance.
Years of faithful service.ଅର୍ଥ : ଯିଏ ବିଶ୍ୱାସ କରେ
ଉଦାହରଣ :
ସେ ମୋର ସଚ୍ଚୋଟତାରେ ବିଶ୍ୱାସୀ, ମୁହଁ ଖୋଲିବା ମାତ୍ରେ ସେ ମୋତେ ଶହେ ଟଙ୍କା ବାହାରକରି ଦେଇଦେଲେ
ସମକକ୍ଷ : ବିଶ୍ୱାସ କଲାବାଲା
ଅନ୍ୟ ଭାଷାରେ ଅନୁବାଦ :
विश्वास करनेवाला।
वह मेरी ईमानदारी के प्रति विश्वासी है, मुहँ खोलते ही उसने मुझे सौ रुपये निकाल कर दे दिए।