ଅର୍ଥ : କେଦାର ଏବଂ କଲ୍ୟାଣର ମିଶ୍ରଣରେ ସୃଷ୍ଟି ଦେଉଥିବା ଏକ ରାଗ
ଉଦାହରଣ :
ବିଲାବଲ ରାଗକୁ ଦୀପକ ରାଗର ପୁତ୍ର ବୋଲି ଗ୍ରହଣ କରାଯାଏ ତଥା ସକାଳେ ଏହି ରାଗ ଗାୟନ କରାଯାଏ
ସମକକ୍ଷ : ବିଲାବଲ ରାଗ
ଅନ୍ୟ ଭାଷାରେ ଅନୁବାଦ :
केदार और कल्याण के योग से बनने वाला एक राग।
बिलावल दीपक राग का पुत्र माना जाता है तथा सुबह के समय गाया जाता है।