ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିରୋଧୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିରୋଧୀ   ବିଶେଷ୍ୟ

ଅର୍ଥ : ବିରୋଧ କରୁଥିବା ବ୍ୟକ୍ତି

ଉଦାହରଣ : ବିରୋଧୀମାନଙ୍କୁ ଆମ ଦଳରେ ମିଶାଇବା ଠିକ୍ ହେବ


ଅନ୍ୟ ଭାଷାରେ ଅନୁବାଦ :

विरोध करने वाला व्यक्ति।

विरोधकों को अपने दल में मिला लेना अच्छा होगा।
विरोधक, विरोधी

A person who dissents from some established policy.

contestant, dissenter, dissident, objector, protester

ଅର୍ଥ : ଯେ ବିପକ୍ଷରେ ଅଛି

ଉଦାହରଣ : ବିରୋଧିମାନେ ସଂସଦରେ ଗଣ୍ଡଗୋଳ କଲେ

ସମକକ୍ଷ : ପ୍ରତିପକ୍ଷୀ, ବିପକ୍ଷବାଦୀ, ବିରୋଧିମାନେ


ଅନ୍ୟ ଭାଷାରେ ଅନୁବାଦ :

वह जो विपक्ष में हो।

विपक्षियों ने संसद में हंगामा कर दिया।
अपच्छी, प्रतिपक्षी, फरीक, फ़रीक़, मुख़ालिफ़, मुखालिफ, विपक्षी, विरोधी

Someone who offers opposition.

adversary, antagonist, opponent, opposer, resister

ବିରୋଧୀ   ବିଶେଷଣ

ଅର୍ଥ : ବିରୋଧ କରିବା ବ୍ୟକ୍ତି

ଉଦାହରଣ : ବିରୋଧୀ ନେତାମାନଙ୍କ ମୁହଁ କିପରି ବନ୍ଦ କରାଯାଇ ପାରିବ?

ସମକକ୍ଷ : ବିପକ୍ଷ, ବିରୋଧକାରୀ


ଅନ୍ୟ ଭାଷାରେ ଅନୁବାଦ :

विरोध करने वाला।

विरोधी नेताओं का मुँह कैसे बंद किया जाए?
विरोधक, विरोधी

ଅର୍ଥ : ଯେ ବିରୁଦ୍ଧରେ ଥାଏ

ଉଦାହରଣ : ଏହିଥର ନିର୍ବାଚନରେ ସେ ବିରୋଧୀଦଳ ସହିତ ହାତ ମିଳେଇଥିଲେ

ସମକକ୍ଷ : ପ୍ରତିପକ୍ଷୀ, ବିପକ୍ଷୀୟ


ଅନ୍ୟ ଭାଷାରେ ଅନୁବାଦ :

जो विरुद्ध में हो।

इस बार के चुनाव में उसने विरोधी दल से हाथ मिला लिया।
अपवादक, प्रति पक्ष, प्रतिपक्ष, प्रतिपक्षी, मुख़ालिफ़, मुखालिफ, विपक्षी, विरोधी

ବିରୋଧୀ   କ୍ରିୟା ବିଶେଷଣ

ଅର୍ଥ : ଖରାପ ଭାବରେ

ଉଦାହରଣ : ଲୋକମାନେ ତାକୁ ଶତ୍ରୁଭାବାପନ୍ନ ହୋଇ ପିଟିଲେ

ସମକକ୍ଷ : ଅପ୍ରସନ୍ନ, ଶତ୍ରୁଭାବାପନ୍ନ


ଅନ୍ୟ ଭାଷାରେ ଅନୁବାଦ :

बुरी तरह से।

लोगों ने उसे अनैसे पीटा।
अनैसे

To a severe or serious degree.

Fingers so badly frozen they had to be amputated.
Badly injured.
A severely impaired heart.
Is gravely ill.
Was seriously ill.
badly, gravely, seriously, severely