ଅର୍ଥ : ପ୍ରତିକୂଳ ହେବାର ଅବସ୍ଥା ବା ଭାବ
ଉଦାହରଣ :
ପ୍ରତିକୂଳତା ଯେକୌଣସି କାର୍ଯ୍ୟକୁ ଜଟିଳ କରିଦିଏ
ସମକକ୍ଷ : ପ୍ରତିକୂଳତା, ପ୍ରତିପକ୍ଷତା, ବିପକ୍ଷତା, ବିରୁଦ୍ଧତା, ବୈପରୀତ୍ୟ
ଅନ୍ୟ ଭାଷାରେ ଅନୁବାଦ :
प्रतिकूल होने की अवस्था या भाव।
प्रतिकूलता किसी भी कार्य को जटिल बना देती है।ଅର୍ଥ : କେତେକ ବସ୍ତୁମାନଙ୍କ ଗୁଣ ମାନ ଆଦି କ୍ଷେତ୍ରରେ ଗୋଟିଏ ଠାରୁ ଅନ୍ୟର କମ୍ ବା ବେଶି ଅଥବା ସେମାନଙ୍କର ଭଲ ବା ଖରାପର ବିଚାର
ଉଦାହରଣ :
ରାମ ତୁଳନାରେ ଶ୍ୟାମ ଅଧିକ ଚତୁର
ସମକକ୍ଷ : ଅପେକ୍ଷା, ତୁଳନା, ପ୍ରତିକୂଳତା, ପ୍ରତିଦ୍ୱନ୍ଦିତା, ପ୍ରତିଯୋଗିତା, ବିପକ୍ଷତା
ଅନ୍ୟ ଭାଷାରେ ଅନୁବାଦ :
Relation based on similarities and differences.
comparisonଅର୍ଥ : କୌଣସି କଥାକୁ ଠିକ ନମାନି ତା ସଂପର୍କରେ କିଛି କହିବାର କ୍ରିୟା
ଉଦାହରଣ :
ଭଲ କାମ କରିବାରେ କାହାରି ଆପତ୍ତି ନରହିବା ଉଚିତ୍
ସମକକ୍ଷ : ଅନୈକ୍ୟ, ଅସମ୍ମତି, ଆପତ୍ତି, ବାଧା, ବିରୋଧ
ଅନ୍ୟ ଭାଷାରେ ଅନୁବାଦ :
किसी काम या बात के अनुचित, अव्यावहारिक, नीति-विरुद्ध या हानिकारक जान पड़ने पर उसे रोकने के उद्देश्य से कही जानेवाली विरोधी बात।
अच्छा काम करने में किसी को आपत्ति नहीं होनी चाहिए।The speech act of objecting.
objection