ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନିଜର ପ୍ରିୟ ବା ପତିଙ୍କ ବିୟୋଗ
ଉଦାହରଣ : ବିରହିଣୀର ବ୍ୟଥା କଥା ଶୁଣିକରି ତାଙ୍କର ହୃଦୟ ଦ୍ରବୀଭୂତ ହୋଇଗଲା
ସମକକ୍ଷ : ବିରହବିଧୂରା
ଅନ୍ୟ ଭାଷାରେ ଅନୁବାଦ :हिन्दी
वह जिसे अपने प्रिय या पति का वियोग हो।
ଅର୍ଥ : ଯାହାର ଆପଣା ପ୍ରିୟ ବା ପତିର ବିୟୋଗ ହୋଇଛି
ଉଦାହରଣ : ଏକ ବିରହିଣୀ ନାରୀର ବ୍ୟଥା କୌଣସି ବିରହିଣୀ ହିଁ ବୁଝିପାରେ
ସମକକ୍ଷ : ବିରହୀ
जिसे अपने प्रिय या पति का वियोग हो।
ସଂସ୍ଥାପନ କରନ୍ତୁ