ଅର୍ଥ : ବିଚାର କରିବା କ୍ରିୟା ବା ଭାବ
ଉଦାହରଣ :
ବହୁତ ବିଚାର କରିବାପରେ ଆମେ ସମସ୍ୟା ସମାଧାନର ମାର୍ଗ ଖୋଜିପାଇଲୁ
ସମକକ୍ଷ : ଚିନ୍ତନ, ଚିନ୍ତା, ବିଚାର, ମନନ
ଅନ୍ୟ ଭାଷାରେ ଅନୁବାଦ :
विचार करने की क्रिया या भाव।
बहुत चिंतन के बाद हमने समस्या का हल ढूँढ़ निकाला।The process of using your mind to consider something carefully.
Thinking always made him frown.ଅର୍ଥ : ବିଚାର ପୂର୍ବକ ନିର୍ଣ୍ଣୟ କରାଯାଇଥିବା କାର୍ଯ୍ୟ
ଉଦାହରଣ :
ଆଜିର ସଭାରେ ତୁଳସୀ ଦାସଙ୍କ ରଚନାଆଦିର ଆଲୋଚନା କରାଗଲା
ଅନ୍ୟ ଭାଷାରେ ଅନୁବାଦ :
The process of giving careful thought to something.
considerationଅର୍ଥ : କୌଣସି ବସ୍ତୁର ଭଲମନ୍ଦ ଯାଞ୍ଚ୍ କରିବା ବା ପରୀକ୍ଷା କରିବା କ୍ରିୟା
ଉଦାହରଣ :
ଭଲଭାବେ ବିବେଚନା କଲାପରେ କୌଣସି କଥାର ସତ୍ୟତାକୁ ସ୍ୱୀକାର କରିବା ଉଚିତ୍
ଅନ୍ୟ ଭାଷାରେ ଅନୁବାଦ :