ଅର୍ଥ : ସ୍ଥିର କରାଯାଇଥିବା ନିୟମ ଓ ବିଧାନ, ଯାହାର ପାଳନ ସମସ୍ତଙ୍କପାଇଁ ଆବଶ୍ୟକ ଓ ଅନିବାର୍ଯ୍ୟ ଏବଂ ଯାହାର ଉଂଲଘନ କଲେ ମନୁଷ୍ୟ ଦଣ୍ଡିତ ହୁଏ ବା ହୋଇପାରେ
ଉଦାହରଣ :
ନିୟମ ବିପରୀତ କୌଣସି ବି କାର୍ଯ୍ୟ ଆପଣଙ୍କୁ ସଙ୍କଟରେ ପକାଇପାରେ
ସମକକ୍ଷ : ଆଇନ, କାନୁନ, ନିୟମ, ବିଧି
ଅନ୍ୟ ଭାଷାରେ ଅନୁବାଦ :
Legal document setting forth rules governing a particular kind of activity.
There is a law against kidnapping.ଅର୍ଥ : ସେହି ବିଧାନ ଯାହା ଦଇବଦ୍ୱାରା ନିର୍ଣ୍ଣୟ କରାଯାଇଛି ଏବଂ ଯାହା ଅଟଳ ବୋଲି ଲୋକେ ମାନନ୍ତି
ଉଦାହରଣ :
ସତୀ ସାବିତ୍ରୀ ନିଜ ସତୀତ୍ୱ ବଳରେ ଦଇବ ବିଧାନକୁ ଟାଳି ନିଜ ପତିଙ୍କୁ ଜୀବିତ କରିପାରିଥିଲେ
ସମକକ୍ଷ : ଦଇବ ନିୟମ, ଦଇବ ବିଧାନ, ଦୈବି ନିୟମ, ଦୈବୀ ବିଧାନ
ଅନ୍ୟ ଭାଷାରେ ଅନୁବାଦ :
वह विधान जो दैव द्वारा नियत किया हुआ माना जाता है और अटल होता है।
सती सावित्री ने अपने सतीत्व के बल पर दैवी विधान को टाल कर अपने पति को जीवित कर लिया।A law that is believed to come directly from God.
divine lawଅର୍ଥ : କୌଣସି କାର୍ଯ୍ୟପାଇଁ ଧନ ଆଦି ସଂଗ୍ରହ କରାଯାଉଥିବା ବ୍ୟବସ୍ଥା
ଉଦାହରଣ :
ଏହି କାର୍ଯ୍ୟକ୍ରମର ବିଧାନ ବର୍ଷକ ପୂର୍ବରୁ ହିଁ କରାଯାଇଥିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାମ କରିବାର ରୀତି ବା ପ୍ରଣାଳୀ
ଉଦାହରଣ :
ସଂସାରରେ ସବୁ କିଛି ବିଧିର ବିଧାନ ଅନୁସାରେ ଚାଲିଛି
ଅନ୍ୟ ଭାଷାରେ ଅନୁବାଦ :
A way of doing something, especially a systematic way. Implies an orderly logical arrangement (usually in steps).
method