ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଧର୍ମରେ ନିଷ୍ଠା ବା ଶ୍ରଦ୍ଧା ନରଖିବାଲୋକ ବା ଯିଏ ଧାର୍ମିକ ନୁହେଁ
ଉଦାହରଣ : ରାବଣ ଜଣେ ଅଧର୍ମୀ ବ୍ୟକ୍ତି ଥିଲା
ସମକକ୍ଷ : ଅଧର୍ମୀ, ଅଧାର୍ମିକ, ଧର୍ମହୀନ
ଅନ୍ୟ ଭାଷାରେ ଅନୁବାଦ :हिन्दी
धर्म में निष्ठा या श्रद्धा न रखने वाला या जो धार्मिक न हो।
ଅର୍ଥ : ମୁସଲମାନଙ୍କ ଅନୁସାରେ ଇସଲାମକୁ ନ ମାନୁଥିବା ଲୋକ
ଉଦାହରଣ : ମୌଲବୀଙ୍କଦ୍ୱାରା ପ୍ରଭାବିତ ହୋଇ କେତେଜଣ କାଫିର ବ୍ୟକ୍ତି ଇସଲାମ ଧର୍ମ ଗ୍ରହଣ କଲେ
ସମକକ୍ଷ : କାଫିର
ଅନ୍ୟ ଭାଷାରେ ଅନୁବାଦ :हिन्दी English
मुसलमानों के अनुसार इस्लाम न मानने वाला।
Not acknowledging the God of Christianity and Judaism and Islam.
ସଂସ୍ଥାପନ କରନ୍ତୁ