ଅର୍ଥ : ବିଦ୍ୟାଳୟର ବା ବିଦ୍ୟାଳୟ ସହ ସମ୍ବନ୍ଧିତ
ଉଦାହରଣ :
ବିଦ୍ୟାଳୟର ବାତାବରଣକୁ ଗୁରୁକୁଳର ବାତାବରଣ ସହ ସମାନ କରିବାକୁ ଚେଷ୍ଟା କରିବା ଉଚିତ
ସମକକ୍ଷ : ବିଦ୍ୟାଳୟୀୟ
ଅନ୍ୟ ଭାଷାରେ ଅନୁବାଦ :
विद्यालय का या विद्यालय से संबंधित।
विद्यालयी वातावरण को गुरुकुल के वातावरण के समकक्ष बनाने का प्रयत्न किया जाना चाहिए।