ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବାଣ୍ଟିବା ପ୍ରକ୍ରିୟା ବା ଭାବ
ଉଦାହରଣ : ସେଠ୍ଜୀ ଗରୀବଙ୍କୁ ଲୁଗାପଟା ବାଣ୍ଟିବାପରେ ଖାଦ୍ୟ ବାଣ୍ଟୁଛନ୍ତି
ସମକକ୍ଷ : ପ୍ରଦାନ କରିବା, ବାଣ୍ଟିବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
बाँटने की क्रिया या भाव।
The act of distributing or spreading or apportioning.
ଅର୍ଥ : ଏକ ଧର୍ମୀୟ କାମ ଯେଉଁଥିରେ ଶ୍ରଦ୍ଧା ବା ଦୟାପୂର୍ବକ କାହାରିକୁ କିଛି ଦିଆଯାଏ
ଉଦାହରଣ : ଉଚିତ୍ ସମୟର ଦାନ ଅଧିକ ଫଳ ଦିଏ
ସମକକ୍ଷ : ଖଇରାତ, ଦତ୍ତ, ଦାନ, ଦେବା
(धर्मार्थ कृत्य) श्रद्धा या दयापूर्वक किसी को कुछ देने की क्रिया।
Act of giving in common with others for a common purpose especially to a charity.
ସଂସ୍ଥାପନ କରନ୍ତୁ