ଅର୍ଥ : ଉପରକୁ ବା ଇଆଡ଼େ-ସିଆଡ଼େକୁ ଫୋପାଡ଼ିବାର କାମ
ଉଦାହରଣ :
ହେଲିକ୍ୟାପଟରରୁ ଫୁଲକୁ ବିଞ୍ଚିଦିଆଗଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପବନ ସୃଷ୍ଟି କରିବାପାଇଁ ପଙ୍ଖା ବା ଅନ୍ୟ ତତ୍ତୁଲ୍ୟ ବସ୍ତୁ ହଲାଇବା
ଉଦାହରଣ :
ଅତ୍ୟଧିକ ଗରମଯୋଗୁଁ ସେ ଅନବରତ ବିଞ୍ଚୁଛି
ସମକକ୍ଷ : ପଙ୍ଖାକରିବା
ଅନ୍ୟ ଭାଷାରେ ଅନୁବାଦ :