ଅର୍ଥ : ବିଚ୍ଛୁରିତ ହେବା ଅବା ପଡିବାର କାର୍ଯ୍ୟ ଅବା ଭାବ
ଉଦାହରଣ :
ସୂର୍ଯ୍ୟୋଦୟର ବିଚ୍ଛୁରିତ କିରଣରେ ଧରଣୀ ଚମକି ଉଠେ
ସମକକ୍ଷ : ବିଞ୍ଚିହୋଇପଡିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବିକ୍ଷିପ୍ତ, ବିଚ୍ଛୁରିତ ବା ଖେଳେଇ ହୋଇ ପଡିଥିବା
ଉଦାହରଣ :
ସୂର୍ଯ୍ୟର ବିଚ୍ଛୁରିତ କିରଣ ପ୍ରକୃତିର ଶୋଭାବର୍ଦ୍ଧନ କରୁଛି
ସମକକ୍ଷ : ବିକ୍ଷିପ୍ତ
ଅନ୍ୟ ଭାଷାରେ ଅନୁବାଦ :
छितराया, बिखेरा या फैलाया हुआ।
सूर्य की अवकीर्ण किरणें प्रकृति की शोभा बढ़ा रही हैं।Occurring or distributed over widely spaced and irregular intervals in time or space.
Scattered showers.