ଅର୍ଥ : ବିକ୍ରି କରିବାପାଇଁ ଉପଲବ୍ଧ କରିବା
ଉଦାହରଣ :
ଶୀତରେ କେତେକ ଦୋକାନୀ ନୂଆ ପ୍ରକାରର ଗରମ କପଡ଼ା ଉପଲବ୍ଧ କରାନ୍ତି
ସମକକ୍ଷ : ଉପଲବ୍ଧ କରିବା, ବିକ୍ରିପାଇଁ ମହଜୁଦ କରିବା, ବିକ୍ରିପାଇଁ ରଖିବା
ଅନ୍ୟ ଭାଷାରେ ଅନୁବାଦ :
*बेचने के लिए उपलब्ध कराना।
जाड़े में कुछ दुकानदार नए-नए प्रकार के गर्म कपड़े उपलब्ध कराते हैं।