ଅର୍ଥ : ଯାହା ଭିତରକୁ ପବନ ନଯାଇପାରେ ଓ ଭିତର ପବନ ବାହାରକୁ ନଆସିପାରେ
ଉଦାହରଣ :
ନଷ୍ଟ ହେବାରୁ ରକ୍ଷା କରିବାପାଇଁ ଖାଦ୍ୟପଦାର୍ଥକୁ ବାୟୁନିରୋଧକ ଡବାରେ ରଖିବା ଉଚିତ
ଅନ୍ୟ ଭାଷାରେ ଅନୁବାଦ :
जिसके अंदर हवा न जा सके या अंदर की हवा बाहर न आ सके।
कुछ खाद्य पदार्थों को खराब होने से बचाने के लिए हवाबंद डिब्बे में रखते हैं।