ଅର୍ଥ : ପକ୍ଷୀମାନଙ୍କ ଫୁସ୍ଫୁସରେ ମିଳୁଥିବା ଏକ ଥଳି ଯେଉଁଥିରେ ପବନଥିବାରୁ ତାହାର ଶରୀର ହାଲୁକା ରହିଥାଏ
ଉଦାହରଣ :
ବାୟୁକୋଷ ପକ୍ଷୀମାନଙ୍କୁ ଉଡ଼ିବାରେ ସାହାଯ୍ୟ କରେ
ସମକକ୍ଷ :
ପବନ ଥଳି, ବାୟୁଥଳି
ଅନ୍ୟ ଭାଷାରେ ଅନୁବାଦ :
पक्षियों के फेफड़े में पायी जाने वाली थैली जिसमें हवा होने से उनका शरीर हल्का बना रहता है।
वायुकोष पक्षियों को उड़ने में सहायता करता है।
वायु कोष,
वायु थैली,
वायुकोष,
हवा थैली
Any of the membranous air-filled extensions of the lungs of birds.
air sac