ଅର୍ଥ : ନିକାଲିବା ବା ବାହାର କରିବାରକାମ
ଉଦାହରଣ :
ବର୍ଷାର ପାଣି ଠିକ ରୂପେ ନିଷ୍କାସନ ହୋଇପାରୁନାହିଁ
ସମକକ୍ଷ : ନିଷ୍କାସନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମେଳ ବା ଦଳଆଦିରୁ ଅଲଗା ହେବା
ଉଦାହରଣ :
ସେ କଂଗ୍ରେସରୁ ବାହାରି ଗଲା
ସମକକ୍ଷ : ଅଲଗା ହେବା, ଦୂରେଇଯିବା, ପୃଥକ ହେବା, ହଟିଯିବା
ଅନ୍ୟ ଭାଷାରେ ଅନୁବାଦ :
Remove oneself from an association with or participation in.
She wants to leave.ଅର୍ଥ : ସିଲେଇ ବା ବୁଣାହୋଇଥିବା ଧାର ଖୋଲିଯିବା
ଉଦାହରଣ :
ଏହି ତମ୍ବୁର ସିଲେଇ ଫିଟିଗଲାଣି
ଅନ୍ୟ ଭାଷାରେ ଅନୁବାଦ :
Become or cause to become undone by separating the fibers or threads of.
Unravel the thread.