ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଦ୍ୟଖୁଣ୍ଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଦ୍ୟଖୁଣ୍ଟି   ବିଶେଷ୍ୟ

ଅର୍ଥ : ବାଦ୍ୟ ଯନ୍ତ୍ରରେ ଖୁଣ୍ଟି ଭଳି ଥିବା ଭାଗ ଯେଉଁଥିରେ ବାଦ୍ୟର ତାର ଲାଗି ରହିଥାଏ

ଉଦାହରଣ : କାନଦ୍ୱାରା ବାଦକ ତାରକୁ ନିଜ ଇଚ୍ଛା ଅନୁସାରେ କସେ ବା ଢିଲା କରେ

ସମକକ୍ଷ : କାନ


ଅନ୍ୟ ଭାଷାରେ ଅନୁବାଦ :

वाद्य यंत्र में खूँटी की तरह का वह भाग जिसमें वाद्य के तार लगे रहते हैं।

कान द्वारा वादक तार को अपनी इच्छानुसार कसता या ढीला करता है।
कान, वाद्य खूँटी