ଅର୍ଥ : ରାମଙ୍କ ପୂର୍ବଜ ଥିବା ଇକ୍ଷ୍ବାକୁ ବଂଶର ଜଣେ ରାଜା
ଉଦାହରଣ :
ବାଣ ବିକୁକ୍ଷିଙ୍କ ପୁତ୍ର ଥିଲେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ନିଶ୍ଚିତ ବା ସ୍ଥିର କରାଯାଇଥିବା ମୂଲ୍ୟରେ ଯେଉଁ ଜିନିଷ ବିକ୍ରି କରାଯାଏ
ଉଦାହରଣ :
ଆଜିକାଲି ଆଳୁ ଦର ବହୁତ ବିଢ଼ିଯାଇଛି
ଅନ୍ୟ ଭାଷାରେ ଅନୁବାଦ :
Amount of a charge or payment relative to some basis.
A 10-minute phone call at that rate would cost $5.ଅର୍ଥ : ବାରୁଦ, ଗନ୍ଧକ, ଏକ ପ୍ରକାର କ୍ଷାର ଆଦି ମିଶ୍ରଣରେ ତିଆରି ହେଉଥିବା ଚକ୍ର, ଅନାର, ଫୋଟକା ଯାହାକୁ ଜଳେଇଲା ପରେ ରଙ୍ଗବେରଙ୍ଗ ନିଆଁ ବାହାରେ ଓ ଶବ୍ଦ ମଧ୍ୟ ହୁଏ
ଉଦାହରଣ :
ଆମେ ଦିପାବଳୀ ଦିନ ବାଣ ଫୁଟାଉ
ଅନ୍ୟ ଭାଷାରେ ଅନୁବାଦ :
Firework consisting of a small explosive charge and fuse in a heavy paper casing.
banger, cracker, firecrackerଅର୍ଥ : ଯେଉଁ ବାଣ ଫୁଟିଲେ ବହୁତ ଜୋରରେ ଶବ୍ଦ ହୁଏ
ଉଦାହରଣ :
ଦୀପାବଳୀରେ ଅନେକ ବାଣ ଫୁଟାଗଲା
ଅନ୍ୟ ଭାଷାରେ ଅନୁବାଦ :
Firework consisting of a small explosive charge and fuse in a heavy paper casing.
banger, cracker, firecrackerଅର୍ଥ : କୌଣସି ବସ୍ତୁ କିଣାବିକା ବେଳେ ତା’ ବଦଳରେ ଦିଆଯାଉଥିବା ଧନ
ଉଦାହରଣ :
ଏହି କାର୍ର ଦାମ୍ କେତେ ?
ସମକକ୍ଷ : ଦର, ଦାମ୍, ଭାଉ, ମୂଲ୍, ମୂଲ୍ୟ
ଅନ୍ୟ ଭାଷାରେ ଅନୁବାଦ :
The property of having material worth (often indicated by the amount of money something would bring if sold).
The fluctuating monetary value of gold and silver.ଅର୍ଥ : ଧାତୁଆଦିରେ ବନା ହୋଇଥିବା ଏକ ପତଳା ଲମ୍ବା ହତିଆର ଯାହା ଧନୁଦ୍ୱାରା ଚଳାଯାଇଥାଏ
ଉଦାହରଣ :
ବାଣ ବାଜିବାରୁ ପକ୍ଷୀଟି ଛଟପଟ ହେବାକୁ ଲାଗିଲା
ଅନ୍ୟ ଭାଷାରେ ଅନୁବାଦ :
धातु आदि का बना वह पतला लम्बा हथियार जो धनुष द्वारा चलाया जाता है।
बाण लगते ही पक्षी तड़फड़ाने लगा।A projectile with a straight thin shaft and an arrowhead on one end and stabilizing vanes on the other. Intended to be shot from a bow.
arrow