ଅର୍ଥ : ଯେ ଯାଦୁଖେଳ କରେ
ଉଦାହରଣ :
ଯାଦୁକର ରୁମାଲକୁ ଫୁଲରେ ପରିଣତ କରିଦେଲା
ସମକକ୍ଷ : ଐନ୍ଦ୍ରଜାଲିକ, ଯାଦୁଗର
ଅନ୍ୟ ଭାଷାରେ ଅନୁବାଦ :
Someone who performs magic tricks to amuse an audience.
conjurer, conjuror, illusionist, magician, prestidigitatorଅର୍ଥ : ଯେ କୁହୁକ ବା ଯାଦୁ କରନ୍ତି
ଉଦାହରଣ :
ଗାଁରେ ଆଜି ବି ଲୋକେ ଗୁଣିଆମାନଙ୍କ ପ୍ରତି ସାବଧାନ ରହନ୍ତି
ଅନ୍ୟ ଭାଷାରେ ଅନୁବାଦ :
One who practices magic or sorcery.
magician, necromancer, sorcerer, thaumaturge, thaumaturgist, wizard