ଅର୍ଥ : କୃଷ୍ଣଙ୍କ ବଡ଼ ଭାଇ ଯିଏ ରୋହିଣୀଙ୍କ ପୁତ୍ର ଥିଲେ
ଉଦାହରଣ :
ବଳରାମଙ୍କୁ ଶେଷନାଗଙ୍କ ଅବତାର ବୋଲି ବିଶ୍ୱାସ କରାଯାଏ
ସମକକ୍ଷ : କାମପାଳ, ବଳଦେବ, ବଳଭଦ୍ର, ବଳରାମ, ରେବତୀରମଣ, ରେବତୀଶ, ଲାଙ୍ଗଳୀ, ସଂକର୍ଷଣ, ହଳଧର
ଅନ୍ୟ ଭାଷାରେ ଅନୁବାଦ :
कृष्ण के बड़े भाई जो रोहिणी के पुत्र थे।
बलराम शेषनाग के अवतार माने जाते हैं।Elder brother of Krishna. An incarnation of Vishnu.
balaramaଅର୍ଥ : ଶରୀରର ବଳ
ଉଦାହରଣ :
ପୌଷ୍ଟିକ ଭୋଜନ ନ ମିଳିଲେ ବଳ କମିଯାଏ
ସମକକ୍ଷ : ଜୋର, ତାକତ, ଦମ, ଶାରୀରିକ ବଳ, ଶାରୀରିକ ଶକ୍ତି
ଅନ୍ୟ ଭାଷାରେ ଅନୁବାଦ :
शरीर का बल।
पौष्टिक भोजन न मिलने पर ताक़त कम हो जाती है।Physical energy or intensity.
He hit with all the force he could muster.ଅର୍ଥ : ଜଣେ ଅସୁର
ଉଦାହରଣ :
ପୁରାଣରେ ବଳର ବର୍ଣ୍ଣନା ମିଳିଥାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ଅସୁରକୁ ଇନ୍ଦ୍ର ମାରିଥିଲେ
ଉଦାହରଣ :
ପୁରାଣରେ ବଳର ବର୍ଣ୍ଣନା ମିଳିଥାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ଶକ୍ତିରେ ଆମେ କାହାରି କିଛି କରିପାରୁ
ଉଦାହରଣ :
ତା ଉପରେ ଆମର କୌଣସି ଜୋର୍ ନାହିଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କ୍ଷମତାରେ ପୂର୍ଣ୍ଣ ହୋଇଥିବା ଅବସ୍ଥା ବା ଭାବ
ଉଦାହରଣ :
ଆପଣଙ୍କ ପାରିବାପଣରୁ ଏହି କାର୍ଯ୍ୟ ହୋଇପାରିଲା
ସମକକ୍ଷ : ତାକତ୍, ପାରିବାପଣ, ଶକ୍ତି, ସମର୍ଥନ
ଅନ୍ୟ ଭାଷାରେ ଅନୁବାଦ :
क्षमता से पूर्ण होने की अवस्था या भाव।
आपकी ताक़त के कारण ही यह कार्य हो सका।ଅର୍ଥ : ରାଜ୍ୟ ବା ଶାସନର ସଶସ୍ତ୍ର ସୈନିକ ଆଦିଙ୍କର ଯେଉଁ ବର୍ଗଙ୍କ ସହାୟତାରେ ଯୁଦ୍ଧ,ସୁରକ୍ଷା,ଶାନ୍ତି ସ୍ଥାପନ ଆଦି କାର୍ଯ୍ୟ ହୋଇଥାଏ
ଉଦାହରଣ :
ଆମ ରାଜ୍ୟରେ ପୋଲିସ ବଳ ବହୁତ ସଶକ୍ତ
ସମକକ୍ଷ : ଫୋର୍ସ
ଅନ୍ୟ ଭାଷାରେ ଅନୁବାଦ :