ଅର୍ଥ : ହେଉଥିବା ଜୁଲୁମ ବିରୁଦ୍ଧରେ କିଛି ନ କହିବା
ଉଦାହରଣ :
ଇଂରେଜ ଶାସନ କାଳରେ ଭାରତବାସୀମାନେ ବହୁତ କଷ୍ଟ ବରଦାସ୍ତ କରିଥିଲେ
ଅର୍ଥ : କୌଣସି ଅପ୍ରୀତିକର ବସ୍ତୁ, ବ୍ୟକ୍ତି, ବା ସ୍ଥିତିକୁ ନ ଚାହିଲେବି ସ୍ୱୀକାର କରିବା
ଉଦାହରଣ :
ବାହାଘର ପରେ ବହୁତ ଦିନ ପର୍ଯ୍ୟନ୍ତ ଶୀଲା ଶ୍ୱଶୁର ଘର ଲୋକଙ୍କ ଅତ୍ୟାଚାର ସହିଥିଲା ନିଜ ଭଉଣୀପାଇଁ ସେ ସବୁ ଅପମାନ ସହିଗଲା
ସମକକ୍ଷ : ସହନ କରିବା, ସହିବା, ସହିଯିବା
ଅନ୍ୟ ଭାଷାରେ ଅନୁବାଦ :
किसी अप्रीतिकर वस्तु, व्यक्ति या स्थिति को न चाहते हुए भी स्वीकार करना।
शादी के बाद बहुत दिनों तक शीला ने ससुराल वालों का अत्याचार सहन किया।Put up with something or somebody unpleasant.
I cannot bear his constant criticism.ଅର୍ଥ : କାହାରିଦ୍ୱାରା ଅପମାନିତ ହୋଇ ମଧ୍ୟ ତାହାର ପ୍ରତିକାର ନ କରିବା
ଉଦାହରଣ :
ମୁଁ ବହୁତ ଅପମାନ ସହିଛି
ସମକକ୍ଷ : ଅପମାନ ସହିବା
ଅନ୍ୟ ଭାଷାରେ ଅନୁବାଦ :
किसी अप्रीतिकर वस्तु, व्यक्ति या स्थिति को न चाहते हुए भी स्वीकार करना।
मैंने बहुत अपमान सहा।Put up with something or somebody unpleasant.
I cannot bear his constant criticism.