ଅର୍ଥ : ବନ୍ଧୁକ ଆଗର ଉପରକୁ ଉଠିଆସିଥିବା ଅଂଶ ଯାହା ସାହାଯ୍ୟରେ ଲକ୍ଷ୍ୟ ସାଧନ କରାଯାଏ
ଉଦାହରଣ :
ସିପାହୀର ଦୃଷ୍ଟି ବନ୍ଧୁକର ମକ୍ଷୀ ଉପରେ କେନ୍ଦ୍ରୀଭୂତ ହୋଇଛି
ସମକକ୍ଷ : ମକ୍ଷୀ
ଅନ୍ୟ ଭାଷାରେ ଅନୁବାଦ :
बंदूक के अगले भाग में वह उभरा हुआ अंश जिसकी सहायता से निशाना साधा जाता है।
सिपाही की दृष्टि मक्खी पर केन्द्रित है।