ଅର୍ଥ : କୌଣସି ବ୍ୟକ୍ତି ବା ବ୍ୟକ୍ତିମାନଙ୍କଦ୍ୱାରା ହିଁ ଅଚାନକ ଆକ୍ରମଣକରି ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କ ହତ୍ୟା କରାଯାଏ
ଉଦାହରଣ :
ଇନ୍ଦିରା ଗାନ୍ଧୀଙ୍କ ସୁରକ୍ଷାକର୍ମୀମାନେ ହିଁ ତାଙ୍କୁ ହତ୍ୟା କରିଥିଲେ
ଅନ୍ୟ ଭାଷାରେ ଅନୁବାଦ :
Murder of a public figure by surprise attack.
assassinationଅର୍ଥ : କୌଣସି ମଣିଷ, ପ୍ରାଣୀଆଦିକୁ ଜାଣିବୁଝି କୌଣସି ଉଦ୍ଦେଶ୍ୟରେ ମାରିଦେବାର କ୍ରିୟା
ଉଦାହରଣ :
ସେ ନିଜ ପିତାକୁ ହତ୍ୟା କଲା ପ୍ରାଣୀ ହତ୍ୟା ମହାପାପ
ସମକକ୍ଷ : ଅପଘାତ, ଅବଘାତ, ଘାତ, ବିଘାତ, ସଂଘାତ, ହତ୍ୟା
ଅନ୍ୟ ଭାଷାରେ ଅନୁବାଦ :
किसी मनुष्य, प्राणी आदि को जान-बूझकर किसी उद्देश्य से मार डालने की क्रिया।
किसी भी प्राणी की हत्या महापाप है।