ଅର୍ଥ : ମନ୍ୟୁଷକୁ ବାଦଦେଇ ପାଳନ କରାଯାଉନଥିବା ସମସ୍ତ ଜୀବଜନ୍ତୁ
ଉଦାହରଣ :
ଜଙ୍ଗଲ କଟାହେବା କାରଣରୁ ବଣ୍ୟ ଜୀବଜନ୍ତୁ ହ୍ରାସ ପାଉଛନ୍ତି
ସମକକ୍ଷ : ବଣ୍ୟ ଜୀବଜଂତୁ
ଅନ୍ୟ ଭାଷାରେ ଅନୁବାଦ :
* मनुष्य को छोड़कर सभी जीवित जीव जो पालतू न हों।
जंगल के कटने से वन्य जीव-जन्तुओं का ह्रास हुआ है।All living things (except people) that are undomesticated.
Chemicals could kill all the wildlife.